ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ : ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ବିଜୟିନୀ

ଭୁବନେଶ୍ୱର : ପୁଣି ଓଡ଼ିଆ ଝିଅ କମାଲ୍‌ ଦେଖାଇଲେ। ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। ମୁମ୍ୱାଇରେ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ। ଫେମିନା ମିସ୍‌ ଇଣ୍ଡିଆ ୨୦୧୮ ଜିତିବା ପରେ ଶ୍ରୁତିକ୍ଷା ଆଜି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଏଥିପାଇଁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କୋଲକାତାରେ ହୋଇଥିବା ପ୍ରତିଯୋଗିତରେ … Continue reading ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ : ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ବିଜୟିନୀ